28.1 C
Bhubaneswar
Saturday, May 11, 2024
Homeଓଡିଶାବାହାର ରାଜ୍ୟରୁ ଓଡ଼ିଶାକୁ ଆସିବା ପାଇଁ ଥିବା କଟକଣା ହଟିଲା

ବାହାର ରାଜ୍ୟରୁ ଓଡ଼ିଶାକୁ ଆସିବା ପାଇଁ ଥିବା କଟକଣା ହଟିଲା

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ଓଡ଼ିଶା ଆସିବା ପାଇଁ ଅନେକ କଟକଣା ଲାଗୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଉପରୁ କଟକଣା ହଟାଇ ଦିଆଯାଇଛି । ଏଣିକି ଓଡ଼ିଶା ଆସିବା ପାଇଁ ଦରକାର ପଡ଼ିବ ନାହିଁ କରୋନା ଟେଷ୍ଟ ରିପୋର୍ଟ । ଏହାବ୍ୟତୀତ ଆଣ୍ଟିଜେନ୍ କିମ୍ବା ଆରଟିପିସିଆର୍ ରିପୋର୍ଟ କି ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ରର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking