30.1 C
Bhubaneswar
Friday, April 26, 2024
Homeଓଡିଶାଗୁଣୁପୁରରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ

ଗୁଣୁପୁରରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ

ରାୟଗଡ : ରାୟଗଡ ଜିଲ୍ଲା ଗୁଣୁପୁର ଠାରେ ଅଟଳ ସ୍ମୃତି କମିଟି ପକ୍ଷରୁ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଆଇ ଆର ବି କମାଣ୍ଡର ଦୁରିଆ ବେହେରା ଯୋଗଦେଇ ବାଜପେୟୀଙ୍କ ଭଳି ନୀତି ଆଦର୍ଶ ରେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ଭାରତ ସମୃଦ୍ଧ ଭାରତ ଗଠନ ହୋଇ ପାରିବ ବୋଲି ମତ ଦେଇଥିଲେ । ଦୃଢ଼ ଆତ୍ମ ବିଶ୍ୱାସ ଯୋଗୁଁ ଦଳ ମତ ନିର୍ବିଶେଷରେ ସେ ଥିଲେ ନବ ଭାରତର ବିନ୍ଧାଣି ବୋଲି ସଂମାନିତ ଅତିଥିମାନେ ମତ ଦେଇଥିଲେ । ଶେଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ଙ୍କୁ ପୁରସ୍କୃତ କରାଯାଇଥିଲା ।
https://onakhabar.com/2019/12/25/bajpae-statue-inagurate/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking