27.1 C
Bhubaneswar
Thursday, April 25, 2024
Homeଓଡିଶାହାଇୱା ଧକ୍କାରେ ଯୁବକ ମୃତ

ହାଇୱା ଧକ୍କାରେ ଯୁବକ ମୃତ

ଯାଜପୁର: ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ସରକାର ଯେତେ କଡା ସୁରକ୍ଷା କଲେ ମଧ୍ୟ କେହି ମାନିବାକୁ ନାରାଜ । ତେବେ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ସଡକ ଦୁର୍ଘଟଣା ହେଉଥିବା ଜଣାପଡିଛି । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ସୁକିନ୍ଦା ଥାନା ଜାମୁପଶି ନିକଟରେ ହୋଇଥିବା ଜଣାପଡିଛି । ହାଇୱା ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଭୁବନ ଥାନା ନୂଆଗାଁର ଚିନ୍ତା ସାହୁ ବୋଲି ଜଣାପଡିଛି । ଦୁଇ ବନ୍ଧୁ ବାଇକରେ ଯାଉଥିବା ବେଳେ ଏହି ଅଘଟଣ ହୋଇଛି । ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ କରାଯାଇଥିବା ଦେଖାଦେଇଛି ।
https://onakhabar.com/2019/12/25/terrorist-attack-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking