33.1 C
Bhubaneswar
Saturday, April 27, 2024
Homeଓଡିଶାପୁତୁରାକୁ ବାହା ହେବା ଦାବିରେ ଧାରଣାରେ ବସିଲେ ଖୁଡ଼ୀ

ପୁତୁରାକୁ ବାହା ହେବା ଦାବିରେ ଧାରଣାରେ ବସିଲେ ଖୁଡ଼ୀ

କେନ୍ଦ୍ରାପଡ଼ା : ପୁତୁରା ସହ ପ୍ରେମ । ପ୍ରଘଟ ହୋଇଗଲା ଚୋରା ପିରତି । ଘରୁ ତଡ଼ି ଦେଲେ ସ୍ବାମୀ । ଏବେ ପୁତୁରାକୁ ବାହା ହେବାକୁ ଜିଦ ଧରି ଘର ଆଗରେ ଧାରଣାରେ ବସିଛନ୍ତି ଖୁଡୀ । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପେଣ୍ଠ ଅଞ୍ଚଳରେ । ମହିଳାଙ୍କ ଧରଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ସୂଚନା ଅନୁଯାୟୀ, ପେଣ୍ଠ ଅଞ୍ଚଳର ମହିଳା ଜଣଙ୍କର ସମ୍ପର୍କୀୟ ପୁତୁରା ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୬ ମାସ ଧରି ପ୍ରେମ ସମ୍ପର୍କ ରହିବା ପରେ ପୁତୁରା ମନ୍ଦିରରେ ବିବାହ କରିଥିବା ଅଭିଯୋଗ କରିଛନ୍ତି । ତେବେ ପୁତୁରା ଓ ଖୁଡୀଙ୍କ ଏହି ପ୍ରେମ ପ୍ରଘଟ ହୋଇଯିବା ପରେ ମହିଳାଙ୍କ ସ୍ବାମୀ ଘରୁ ତଡ଼ି ଦେଇଛନ୍ତି । ଏବେ ମହିଳା ଜଣକ ନ୍ୟାୟ ଦାବିରେ ପୁତୁରାଙ୍କ ବାରଣାରେ ଧାରଣାରେ ବସିଛନ୍ତି ।

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୫ଜଣଙ୍କ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking