ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୫ଜଣଙ୍କ ଜୀବନ

ମୁମ୍ବାଇ: ବାନ୍ଦ୍ରା-ଓ୍ବାର୍ଲି ସି ଲିଙ୍କରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ପୋଲକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଆମ୍ବୁଲାନ୍ସ ଓ ଅନ୍ୟ କିଛି ଗାଡି ପାର୍କିଂ ହୋଇଥିବା ବେଳେ ଏକ ଦୃତଗାମୀ କାର ଏକାଧିକ କାର ସମେତ ଆମ୍ବୁଲାନ୍ସକୁ ମଧ୍ୟ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଏହି ଅଘଟଣ ଘଟିଛି। ଏଥିରେ ୧୦ ଜଣ … Continue reading ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୫ଜଣଙ୍କ ଜୀବନ