33.1 C
Bhubaneswar
Saturday, April 27, 2024
Homeଓଡିଶାତହସିଲଦାରଙ୍କୁ ଆକ୍ରମଣ: ୫୨୦ ମାମଲା

ତହସିଲଦାରଙ୍କୁ ଆକ୍ରମଣ: ୫୨୦ ମାମଲା

ଭୁବନେଶ୍ୱର: ଗଣେଷ ପୂଜା ଦିନ ଦିଗପହଣ୍ଡି ତହସିଲଦାରଙ୍କୁ ଆକ୍ରମଣ କରିବା ଘଟଣାରେ ୫୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨୦ ନାବାଳକଙ୍କ ସହିତ ୫୨୦ ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ତେବେ ଥାନାରେ ମାମଲା ରୁଜୁ ହେବା ପରେ ଭୟରେ ଚୌଧୁରୀ ଟିକରପଡା ଗାଁ ସଂପୂର୍ଣ୍ଣ ଭାବରେ ଜନଶୂନ୍ୟ ହୋଇପଡିଛି । ସୂଚନାଯୋଗ୍ୟ, ସେହି ଦିନ ତହସିଲଦାର ଅଦୈତ ସ୍ୱାଇଁଙ୍କୁ ଆକ୍ରମଣ ହୋଇଥିଲା । ତହସିଲଦାରଙ୍କୁ ଘେରାଉ କରିବା ସହ ତାଙ୍କ ଗାଡି ଉପରକୁ ଢେଲାପଥର ମାଡ ମଧ୍ୟ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking