28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ

ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ

ଢେଙ୍କାନାଳ: ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ । ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ କରଡାବଣି ବେଆଇନ ପଥର ଖାଦାନ ଠାରେ ଆକ୍ରମଣ କରିଛନ୍ତି ପଥର ମାଫିଆ । ଦୁଇ ଫରେଷ୍ଟ ଗାର୍ଡଙ୍କ ସହିତ ୫ ଜଣ ୱ।ଚର ଆଜି ୧୦ଟା ବେଳେ ପାଟ୍ରୋଲିଂରେ ଯାଇଥିବା ସମୟରେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏଥିରେ ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବନ ବିଭାଗ କର୍ମଚାରୀଙ୍କ ଠାରୁ ଗୋଟିଏ ସର୍ଭିସ ରିଭଲଭର ଓ ସମସ୍ତ ମୋବାଇଲ୍ ଫୋନ ସହିତ ଅନ୍ୟାନ୍ୟ ସାମଗ୍ରୀ ଛଡାଇ ନେଇଛନ୍ତି ୨୫ ରୁ ଉର୍ଦ୍ଧ୍ଵ ମାଫିଆ। ଗୁରୁତର ମାନଙ୍କୁ ନିକଟସ୍ଥ ବରପଦା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ବୋଲି ଡି ଏଫଓ ସୂଚନା ଦେଇଛନ୍ତି ।ଢେଙ୍କାନାଳରୁ ସୌଦାମିନୀ ମାହୁନ୍ତ ସହ ଦେବାଶିଷ ପଟ୍ଟନାୟକ l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking