28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗମର୍ମନ୍ତୁଦ ସଡକ ଦୁର୍ଘଟଣା ୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା ୨ ମୃତ

ଯାଜପୁର:  ଯାଜପୁର ଜିଲ୍ଲା କଳିଙ୍ଗ ନଗର ଯଖପୁରା ଥାନା ଅନ୍ତର୍ଗତ ଯଖପୁରା ସାଇଜର ବିଲଡିଂ ସମୁଖରେ darcel logistic ର ଟଲର ସହ ବୁଲେଟ ଗାଡିର ମୁହଁ ମୁହିଁ ଧକାରେ ଦୁଇ ବୁଲେଟ ଚାଳକ ନିମପଲି ଗ୍ରାମର ହାପି ମୁଦୁଲି ଓ ସତ୍ୟବ୍ରତ ମୁଦୁଲି ମୃତ ହୋଇଛି । ଏହି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଦୁଇଜଣ ଖବର ପାଇ ଯଖପୁରା ଥାନା ପୋଲିସ ପାଇ ଘଟଣା ସ୍ଥଳରେ ପହଁଚି ଥିଲେ।ମୃତ୍ୟୁ ଦୁଇ ଜଣଙ୍କ ଶବକୁ ଜବତ କରି ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଟ୍ରଲର ଓ ବୁଲେଟକୁ ଜବତ କରି ଥାନାକୁ ନେଇ ଥିଲେ। ଆହାତ ବ୍ୟକ୍ତି ଜଣେ ଜିତୁ ଚକ୍ର ଗୁରୁତର ଥିବା ଜଣା ପଡିଛି ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଏବଂ ଆହତ ଥିବା ବ୍ୟକ୍ତି ଜଣଙ୍କ ଏବେ ଚିକିତ୍ସା ଧୀନ ଅବସ୍ଥାରେ ଅଛନ୍ତି ବୋଲି ଯଖପୁରା ଥାନା ପୋଲିସ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking