33.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଫିଲିପାଇନ୍ସରେ ସେନାବାହୀନି ବିମାନ ଦୁର୍ଘଟଣାଗ୍ରସ୍ତ

ଫିଲିପାଇନ୍ସରେ ସେନାବାହୀନି ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଫିଲିପାଇନ୍ସରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। AFP ସୁରକ୍ଷା ବାହିନୀର ଉଦ୍ଧେଶ୍ୟରେ କହିଛି ଯେ, ଦକ୍ଷିଣ ଫିଲିପାଇନ୍ସରେ ଅବତରଣ କରିବା ସମୟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୮୫ ଜଣ ଥିଲେ। ସି-୧୩୦ ବିମାନ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜଳୁଥିବା ବିମାନର ଭଗ୍ନାବଶେଷରୁ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ସେନାଙ୍କୁ ଉଦ୍ଧାର କରିବାରେ ସେନାବାହୀନି ପକ୍ଷରୁ କାର୍ଯ୍ୟ ଜାରି ରହିଛି ବୋଲି ବୋଲି ସଶସ୍ତ୍ର ବାହିନୀର ମୁଖ୍ୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking