24.1 C
Bhubaneswar
Thursday, May 9, 2024
Homeଓଡିଶାଅପରାଜିତା ସଢଙ୍ଗୀ ଦେଶର ଶ୍ରେଷ୍ଠ ସାସଂଦ

ଅପରାଜିତା ସଢଙ୍ଗୀ ଦେଶର ଶ୍ରେଷ୍ଠ ସାସଂଦ

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ସର୍ଭେ ପରେ ଦେଶର ସର୍ବଶ୍ରେଷ୍ଠ ସାସଂଦ ଭାବରେ ବିବେଚିତ ହୋଇଛନ୍ତି ସାଂସଦ ଅପରାଜିତା ସଢଙ୍ଗୀ । ଏହି ଘୋଷଣା ପରେ ସାଂସଦ ଅପରାଜିତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ସର୍ବଶ୍ରେଷ୍ଠ ସାସଂଦ ଭାବରେ ବିବେଚିତ ହେବା ପରେ ଟ୍ୱିଟରରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ସଢଙ୍ଗୀ । ସେ ଲେଖିଛନ୍ତି ଗତବର୍ଷ ଲୋକଙ୍କ ପାଇଁ କରିଥିବା କାମର ଏହା ହେଉଛି ପୁରସ୍କାର । ଯାହାକି ତାଙ୍କୁ ଆଗାମୀ ଦିନରେ ଅନେକ କିଛି ଶିକ୍ଷା ଦେବ । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସର୍ଭେ ଏସିଆ ପୋଷ୍ଟ ଆଣ୍ଟ ଫେମ ଇଣ୍ଟିଆ ତରଫରୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking