26.1 C
Bhubaneswar
Wednesday, May 8, 2024
Homeଓଡିଶାଭୁବନେଶ୍ୱରପାରିବାରିକ ବିବାଦରେ ଅନୁଭବ ଭୁଲିଗଲେ କି ଲୋକଙ୍କ କଥା !

ପାରିବାରିକ ବିବାଦରେ ଅନୁଭବ ଭୁଲିଗଲେ କି ଲୋକଙ୍କ କଥା !

ଭୁବନେଶ୍ୱର: ଅନୁଭବ ମହାନ୍ତି ଭିଡ଼ିଓ ଭାଇରାଲ ହେବା ପରେ ପ୍ରତିକ୍ରିୟାରେ ମରିବା କଥା ଯିଏ କହେ ସିଏ କାପୁରୁଷ ବୋଲି କହିଛନ୍ତି କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ । କାରଣ ସାଂସଦ ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦକୁ ନେଇ ସେ ଭିଡ଼ିଓ ଜାରି କରିଥିଲେ । ଅନ୍ୟ ପକ୍ଷରେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ଏ ପ୍ରସଙ୍ଗରେ କହିଛନ୍ତି ଯେ ସାଂସଦ ଭାବରେ ଅନୁଭବ କେନ୍ଦ୍ରାପଡ଼ା ପାଇ କ ଣ କରିଛନ୍ତି ତାହା ଭିଡ଼ିଓରେ କହୁନାହାନ୍ତି । ଲୋକଙ୍କ ମତ ରାଜନେତାର ମାପକାଠି ।

ଦଳ ଯାହା ନିଷ୍ପତ୍ତି ନିଏ କାମ , ବିଜୟ ସମ୍ଭାବନା , ପରିସ୍ଥିତି ଓ ଆନୁଗତ୍ୟକୁ ଦେଖି ନିଏ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ନିଷ୍ପତି ନିଅନ୍ତି । ରାଜନୀତି କ୍ଷେତ୍ରରେ ଓ ସାଂସଦ ଭାବରେ ସେ କ ଣ କରିଛନ୍ତି କହିଥିଲେ ଖୁସି ହିଅନ୍ତି । ଏହାଛଡ଼ା ପଞ୍ଚାୟତ ଭୋଟ ସମୟରେ ତାଙ୍କର ଉପସ୍ଥିତି ଦେଖିବାକୁ ମିଳି ନଥିଲା । ସବୁ ପୋଷ୍ଟରରେ ତାଙ୍କ ଫୋଟ ଥିବା ସହ ସବୁ କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking