28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆନ୍ଥୋନୀ ଆଲ୍‌ବାନିସ୍ ଅଷ୍ଟ୍ରେଲିଆର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ!

ଆନ୍ଥୋନୀ ଆଲ୍‌ବାନିସ୍ ଅଷ୍ଟ୍ରେଲିଆର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ!

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ପଦ ପାଇଁ ଶନିବାର ଭୋଟଗ୍ରହଣ ହୋଇଥିବାବେଳେ ସ୍କଟ୍ ମରିସନ୍ କ୍ଷମତାଚ୍ୟୁତ ହେବା ଏକପ୍ରକାର ନିଶ୍ଚିତ ହୋଇପଡିଛି । ଲେବର ପାର୍ଟି ନେତା ଆନ୍ଥୋନୀ ଆଲବାନିସ୍ ଭୋଟଗଣତିରେ ଆଗୁଆ ରହିଥିବାରୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଭାବେ ନିଯୁକ୍ତ ହେବାର ଅଧିକ ସମ୍ଭାବନା ରହିଛି ବୋଲି ଅଷ୍ଟ୍ରେଲୀୟ ନ୍ୟୁଜ୍‌ ଚ୍ୟାନେଲ ଏବିସି ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ଭୋଟଗଣତି ହୋଇସାରିଛି । ମରିସନ୍‌ଙ୍କ ମେଣ୍ଟ ସରକାର ୫୧ ଆସନରେର ବିଜୟୀ ହୋଇଥିବାବେଳେ ଆଲବାନିସଙ୍କ ଦଳ ୭୨ଟି ଆସନ ହାତେଇ ସାରିଛି । ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ୭୬ଟି ଆସନରେ ବିଜୟୀ ହେବା ଜରୁରୀ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking