37.2 C
Bhubaneswar
Friday, April 19, 2024
Homeଓଡିଶାପିନାକୀ ବାବୁଙ୍କ ମିଛ ଧରାପଡ଼ିଛି : ସମ୍ବିତ ପାତ୍ର

ପିନାକୀ ବାବୁଙ୍କ ମିଛ ଧରାପଡ଼ିଛି : ସମ୍ବିତ ପାତ୍ର

ପୁରୀ : ଗୋଟିଏ ମିଛ ଲୁଚାଇବାକୁ ହଜାରେ ମିଛ କହିବାକୁ ପଡ଼େ । ରାତି ଅଧରେ ଲୁଚାଇ ଛପାଇ କାହିଁକି ଜିପିଆର୍‌ଏସ୍ ହେଉଛି ବୋଲି ସମ୍ବତ ପାତ୍ର କହିଛନ୍ତି । ଆଗେ ଖୋଳିଲେ ପଛରେ ଜିପିଆର୍‌ଏସ୍ ସମ୍ପୁର୍ଣ୍ଣ ଅବୈଜ୍ଞାନିକ । ପିନାକୀ ବାବୁ ଖନନ ପୂର୍ବରୁ ଜିପିଆର୍‌ଏସ୍ ହୋଇଛିବୋଲି ଟ୍ୱିଟ୍ କରିଥିଲେ । ଯଦି ଜିପିଆର୍‌ଏସ୍ ହୋଇଥିଲା ତାହେଲେ ଏ ସବୁ କ’ଣ ବୋଲି ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି । ଏସ୍‌ଆଇ ଜାଣିଛି କି ପୁରୀରେ ଜିପିଆର୍‌ଏସ୍ ହୋଇଛି ବୋଲି ।

ଜିପିଆର୍‌ଏସ୍ ବେଳେ ଏସ୍‌ଆଇ ଅଧିକାରୀ ଅଛନ୍ତି କି ନାହିଁ ସ୍ପଷ୍ଟ କରନ୍ତୁ । ପିନାକୀ ବାୁ ଏ ନେଇ ଫଟୋ ସହ ପ୍ରମାଶ ଭିତ୍ତିକ ତଥ୍ୟ ଦିଅନ୍ତୁ। ଏସ୍‌ଆଇ ଅନୁପସ୍ଥିତିରେ ଜିପିଆର୍‌ଏସ୍ ହେଉଥିଲେ ଏହା ବେଆଇନ୍ ବୋଲି ସମ୍ବିତ ପାତ୍ର କହିଛନ୍ତି । ରାଜ୍ୟ ସରକାର ଓ ପିନାକୀ ବାବୁ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ବ୍ୟକ୍ତିଗତ ଭାବେ ଗାଳିଗୁଲଜ ନକରି ଓଡ଼ିଶାବାସୀଙ୍କ ଉତ୍ତର ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking