32.1 C
Bhubaneswar
Friday, April 26, 2024
Homeଓଡିଶାନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ

ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ୮ଟି ହଳଦିଆ ଆନାକୋଣ୍ଡାରୁ ଏଯାବତ ୩ଟିର ମୃତ୍ୟୁ ହେଲାଣି । ୨୦୧୯ ଅକ୍ଟୋବରରେ ଚେନ୍ନାଇ ଚିଡିଆଖାନାରୁ ଆସିଥିଲେ ୮ଟି ଆନାକୋଣ୍ଡା । ଆନାକୋଣ୍ଡା ଆସିବାର ଶହେ ଦିନ ବି ହୋଇନାହିଁ । ଏହା ଭିତରେ ୨ଟି ମୃତ୍ୟୁ ହୋଇସାରିଥିଲା । ସେତେବେଳେ ଓୟୁଟିର ଏକ ଡାକ୍ତରୀ ଟିମ୍ ନନ୍ଦନକାନନ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହାସହ ଚେନ୍ନାଇ ଚିଡିଆଖାନାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ମଧ୍ୟ ପରାମର୍ଶ କରାଯାଇଥିଲା । ହେଲେ ବଂଶ ବୃଦ୍ଧି ପୂର୍ବରୁ ଧିରେ ଧିରେ ଏମାନେ ଲୋପ ପାଇବାକୁ ବସିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking