35.1 C
Bhubaneswar
Friday, May 10, 2024
Homeବିଜିନେସ୍ଏଣିକି ଏଟିଏମରୁ ବାହାରିବ କଏନ

ଏଣିକି ଏଟିଏମରୁ ବାହାରିବ କଏନ

ନୂଆଦିଲ୍ଲୀ: ଏଣିକି ଏଟିଏମରୁ କଏନ ବାହାରିବ । ଏ ନେଇ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଦେଶର ୧୨ଟି ସହରରେ କ୍ୟୁଆର କୋଡ୍ ଆଧାରିତ ମୁଦ୍ରା ଭେଣ୍ଡିଂ ମେସିନ୍ ଆରମ୍ଭ କରାଯିବ । ତେବେ ଦେଶର ଏହି ୧୨ଟି ସହର କେଉଁଗୁଡିକ ହେବ ତାହା ବର୍ତ୍ତମାନ ଯାଏ ସ୍ଥିକ କରାଯାଇ ନାହିଁ । ଏହି ଭେଣ୍ଡିଂ ମେସିନ୍ଗୁଡ଼ିକରେ ୟୁପିଆଇ ଦ୍ୱାରା ଗ୍ରାହକମାନେ କଏନ ବାହାର କରିପାରିବେ । ପାଇଲଟ ପ୍ରୋଜେକ୍ଟରୁ ମିଳିଥିବା ସୂଚନାକୁ ଆଧାର କରି ଏହି ମେସିନ ବ୍ୟବହାର କରି ମୁଦ୍ରା ବଣ୍ଟନକୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶନାମା ଦିଆଯିବ ବୋଲି ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର କହିଛନ୍ତି ।

ତୁର୍କୀରେ ଭୂମିକମ୍ପ ତାଣ୍ଡବ: ୧୧ ହଜାର ଟପିଲା ମୃତ୍ୟୁସଂଖ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking