28.1 C
Bhubaneswar
Tuesday, May 21, 2024
Homeଅପରାଧଏଟିଏମ୍ ଭାଙ୍ଗି ଲୁଟିନେଲେ ଟଙ୍କା

ଏଟିଏମ୍ ଭାଙ୍ଗି ଲୁଟିନେଲେ ଟଙ୍କା

ଘଷିପୁରା : ଏଟିଏମ୍ ଭାଙ୍ଗି ଲୁଟିନେଲେ ଟଙ୍କା । ଏସବିଆଇ ଏଟିଏମ୍ ଭାଙ୍ଗି ଏଟିଏମ୍ ରେ ଥିବା ଟଙ୍କାକୁ ଲୁଟ୍ କରିଛନ୍ତି ଲୁଟେରା । ଏପରି ଏକ ଘଟଣା ଘଷିପୁରା ଥାନା ଧକେଠା ଏନଏଚ୍ ରେ ଘଟିଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଥିଲା । ପୋଲିସର ତଦନ୍ତ ଅନୁସାରେ, ଲୁଟେରା କଟର ମେସିନ ସାହାଯ୍ୟରେ ଏଟିଏମ୍ ସଟର କାଟି ଏଟିଏମ୍ ଲୁଟ୍ କରିଛନ୍ତି । ପୋଲିସ ଲୁଟେରାକୁ ଧରିବା ପାଇଁ ଘଟଣାର ତଦନ୍ତ କରିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking