ତୁର୍କୀରେ ଭୂମିକମ୍ପ ତାଣ୍ଡବ: ୧୧ ହଜାର ଟପିଲା ମୃତ୍ୟୁସଂଖ୍ୟା

ତୁର୍କୀ: ଦକ୍ଷିଣ-ପୂର୍ବ ତୁର୍କୀ ଓ ଉତ୍ତର ସିରିୟାରେ ହୋଇଥିବା ଭୂମିକମ୍ପ ମୃତ୍ୟୁସଂଖ୍ୟା ୧୧ ହଜାର ଅତିକ୍ରମ କରିଛି । ବୁଧବାର ଅପରାହ୍ନ ସୁଦ୍ଧା ଉଭୟ ଦେଶର ମୃତ୍ୟୁସଂଖ୍ୟା ୧୧ ହଜାର ଅତିକ୍ରମ କରିଥିବା ବେଳେ ୫୧ ହଜାରରୁ ଅଧିକ ଆହତ ହୋଇଛନ୍ତି । ତୁର୍କୀରେ ମୃତ୍ୟୁସଂଖ୍ୟା ୮୦୦୦ରେ ପହଞ୍ଚିଥିବା ବେଳେ ସିରିୟାରେ ୩୦୦୦ରେ ପହଞ୍ଚିଛି । ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଓ ଆନ୍ତର୍ଜାତିକ ସଂଗଠନ ଉଭୟ ଦେଶରେ ପହଞ୍ଚି ନିଜର ଉଦ୍ଧାର ଓ ରିଲିଫ କାର୍ଯ୍ୟ … Continue reading ତୁର୍କୀରେ ଭୂମିକମ୍ପ ତାଣ୍ଡବ: ୧୧ ହଜାର ଟପିଲା ମୃତ୍ୟୁସଂଖ୍ୟା