38.1 C
Bhubaneswar
Friday, April 26, 2024
Homeଓଡିଶାଆମ୍ବୁଲାନ୍ସ ଧକ୍କାରେ ୨ ମୃତ

ଆମ୍ବୁଲାନ୍ସ ଧକ୍କାରେ ୨ ମୃତ

ବାଲିଗୁଡା : ଆମ୍ବୁଲାନ୍ସ ଧକ୍କାରେ ୨ ବାଇକ ଆରୋହୀ ମୃତ। ମୃତକ ଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ ଶିଶୁ ଆହତ। ଆହତ ଶିଶୁଙ୍କୁ ଫୁଲବାଣୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆମ୍ବୁଲାନ୍ସ ରେ ଥିବା ରୋଗୀଙ୍କୁ ବ୍ରହ୍ମପୁର କୁ ସ୍ଥାନାନ୍ତର କରାଯାଇଛି । ଆମ୍ବୁଲାନ୍ସ ରେ ରୋଗୀ ଭବାନୀ ପାଟଣା ରୁ ବ୍ରହ୍ମପୁର ଯାଉଥିଲା ।ଏନଏଏଚ -୫୯ ତୁମୁଡିବନ୍ଧ ବ୍ଲକ ମୁଣ୍ଡଗଡ ନିକଟରେ ମୁହାଁମୁହିଁ ହୋଇ ଦୁର୍ଘଟଣା । ଘଟଣାସ୍ଥଳରେ ଉତ୍ତକ୍ତ ଲୋକଙ୍କ ରାସ୍ତା ରୋକ।
https://onakhabar.com/2020/03/15/heidi-klum-says-shes-sick-with-a-fever-and-cough-but-cant-get-a-coronavirus-test/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking