33.1 C
Bhubaneswar
Thursday, May 23, 2024
Homeଓଡିଶାଗରିବଙ୍କ ଚାଉଳ ଯୋଗାଣ ସହାୟିକା ଚଞ୍ଚକତା କରି ହଡ଼ପ କରୁଥିବା ଅଭିଯୋଗ

ଗରିବଙ୍କ ଚାଉଳ ଯୋଗାଣ ସହାୟିକା ଚଞ୍ଚକତା କରି ହଡ଼ପ କରୁଥିବା ଅଭିଯୋଗ

ମୟୁରଭଞ୍ଜ: ଗରିବଙ୍କ ପାଇଁ ସରକାର କରିଥିବା ଯୋଜନାର ଫାଇଦା ଉଠାଉଛନ୍ତି ସରକାରୀ କର୍ମଚାରୀ। ମଲା ଲୋକଙ୍କର ଭୂତ ଆସି ସରକାରୀ କର୍ମଚାରୀଙ୍କ ଠାରୁ ନିୟମିତ ନେଉଛି କଣ୍ଟ୍ରୋଲ ସାମଗ୍ରୀ। ଅଭିଯୋଗ ହେଲେ ସ୍ପଷ୍ଟ କରିବା ବଦଳରେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ କହିବାକୁ ଅକ୍ଷମତା ପ୍ରକାଶ କରିଛନ୍ତି କର୍ମଚାରୀ।

ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ସହଜ ଥିଲା ବେଳେ ଏଠାରେ ବ୍ୟତିକ୍ରମ ପଛରେ ବେଶ ରହସ୍ୟ ଥିବା ସନ୍ଦେହ।ସେହିପରି ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି କଣ୍ଟ୍ରୋଲ ଚାଉଳ, ମାସେ କି ଦୁଇ ମାସ ନୁହଁ ବର୍ଷ ବର୍ଷ ଧରି ଲୁଟି ଚାଲିଛନ୍ତି ଚାଉଳ। ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନ କିନ୍ତୁ ମୃତ ବ୍ୟକ୍ତିଙ୍କ ନାମରେ ଲୁଟି ଚାଲିଛନ୍ତି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଗାଙ୍ଗରାଜ ଯୋଗାଣ ସହାୟିକା ପ୍ରୀତିସୁଧା ଦାସ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking