40.1 C
Bhubaneswar
Sunday, June 16, 2024
Homeଓଡିଶାମେୟରଙ୍କ ହୀନ ରାଜନୀତି: ମୋକିମ୍‌

ମେୟରଙ୍କ ହୀନ ରାଜନୀତି: ମୋକିମ୍‌

ଭୁବନେଶ୍ୱର: କଟକ ପେଟାନାଳ ପ୍ରକଳ୍ପ ବିବାଦକୁ ନେଇ ତେଜିଲା ରାଜନୀତି । ଏହା ମେୟରଙ୍କ ହୀନ ରାଜନୀତି କହିଲେ ବିଧାୟକ ମହମ୍ମଦ ମୋକିମ୍ । ଏତେ ଦିନ ବିଜେଡି ସରକାରରେ ଥାଇ କରିବାକୁ ଚେଷ୍ଟା କରୁନଥିଲେ । ମୁଁ ଏନେଇ ବିଧାନସଭାରେ ଉଠାଇଲି ଡ୍ରେନରେ ପଶି ମଧ୍ୟ ପ୍ରତିବାଦ କଲି । ଦେବାଶିଷ ବାବୁ ଡିପିଆର କେବେ କଲେ ୨୦୧୯ରୁ ବିଧାୟକ ନାହାନ୍ତି । କଟକବାସୀ ଜାଣିଛନ୍ତି ପେଟାନାଳ ପାଇଁ କିଏ କାମ କରିଛି ବୋଲି କହିଛନ୍ତି ବିଧାୟକ ମୋକିମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking