28.1 C
Bhubaneswar
Saturday, April 27, 2024
Homeଓଡିଶାକଂଗ୍ରେସ କମିଟି ଗଠନ: ପଦ ବଜାୟ ରଖିଲେ ନିରଞ୍ଜନ

କଂଗ୍ରେସ କମିଟି ଗଠନ: ପଦ ବଜାୟ ରଖିଲେ ନିରଞ୍ଜନ

ଭୁବନେଶ୍ୱର: କଂଗ୍ରେସ ସଭାପତି ଓଡିଶା ପ୍ରଦେଶ କଂଗ୍ରେସ ପାଇଁ କାର୍ଯ୍ୟାଳୟ ଅଧିକାରୀ ଓ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ତାଲିକାରେ ୧୨ ଜଣ ଉପସଭାପତି ଓ ୨୦ ଜଣ ସାଧାରଣ ସଂପାଦକ ରହିଛନ୍ତି । ଏହି ପରିପ୍ରକ୍ଷୀରେ ନିରଂଜନ ପଟ୍ଟନାୟକ ନିଜର ସଭାପତି ପଦ ବଜାୟ ରଖିଛନ୍ତି । ତେବେ ତାଙ୍କ ଅଧିନରେ କେଉଁ କେଉଁ ମାନେ ଅଛନ୍ତି ନଜର ପକାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking