34.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା

ପୁଣି ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା

କଟକ: ବର୍ଷା-ଅନୁଭବ ପାରବାରିକ ବିବାଦ ପୁଣିଥରେ ଜୋର ଧରିଛି । ସାଂସଦ ଅନୁଭବଙ୍କ ସିନେମାର ଏକ ବରବେଶରେ ଫଟୋ ଭାଇରାଲ ହେବା ପରେ ମାମଲା ଆଉ ଥରେ ଚର୍ଚ୍ଚାକୁ ଆସିଛି । ସେପଟେ ଆଜି କଟକର ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା । ସାକ୍ଷ ଗ୍ରହଣ ପାଇଁ ଉଭୟଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଥିବା ବେଳେ କୋର୍ଟରେ ପହଞ୍ଚି ସାରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

“ବେବି ପୋଡ଼” ଦେବ ଛୁଆଙ୍କୁ ଜନ୍ମ! କ’ଣ ଏହି ମଡର୍ଣ୍ଣ ଟେକ୍ନୋଲୋଜି…….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking