“ବେବି ପୋଡ଼” ଦେବ ଛୁଆଙ୍କୁ ଜନ୍ମ! କ’ଣ ଏହି ମଡର୍ଣ୍ଣ ଟେକ୍ନୋଲୋଜି…….

ନୂଆଦିଲ୍ଲୀ: ଆପଣମାନେ କେବେ ଭାବିଛନ୍ତି କି ଏକ ଫ୍ୟାକ୍ଟ୍ରିରେ ଶିଶୁମାନେ ଜନ୍ମଗ୍ରହଣ କରିବେ? ତା’ ପୁଣି ଗୋଟିଏ ବର୍ଷରେ ୩୦ ହଜାର ଶିଶୁ ସୃଷ୍ଟି ହେବେ । ମାତ୍ର ଏହା ସତ୍ୟରେ ପରିଣତ ହେବାକୁ ବୋଧହୁଏ ଆଉ ବେଶି ଡେରି ହେବ ନାହିଁ । ବାୟୋଟେକ୍ନୋଲୋଜିଷ୍ଟ ଓ ସାଇନ୍ସ କମ୍ୟୁନିକେଟର ହାଶମ ଅଲ ଘାଇଲୀଙ୍କ ‘ବିଶ୍ୱର ପ୍ରଥମ କୃତ୍ରିମ ଗର୍ଭ ସୁବିଧା’ ଶୀର୍ଷକ ଭିଡିଓ ଏବେ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି । ତେବେ ଏଣିକି ଛୁଆ ଜନ୍ମ ହେବା … Continue reading “ବେବି ପୋଡ଼” ଦେବ ଛୁଆଙ୍କୁ ଜନ୍ମ! କ’ଣ ଏହି ମଡର୍ଣ୍ଣ ଟେକ୍ନୋଲୋଜି…….