39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ବରଗଡ଼ : ବରଗଡ଼ ସହର ଉପକଣ୍ଠସ୍ଥ ସରସରା ଗାଁ ନିକଟରେ ଦୀପାବଳି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ଜୀବନ ଚାଲିଯାଇଛି। ମୃତକମାନଙ୍କ ପରିଚୟ ମିଳିନାହିଁ।

ସୂଚନା ଅନୁଯାୟୀ, ୩ଜଣ ଯୁବକ ଗୋଟିଏ ଅଟୋରେ ବରଗଡ଼ରୁ ବରପାଲି ଅଭିମୁଖେ ଯାଉଥିଲେ। ଏତିକି ‌ବେଳେ ସମ୍ମୁଖରୁ ଆସୁଥିବା ଗୋଟିଏ ଟ୍ରକ୍‌ ଉକ୍ତ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋଟି ସଂପୂର୍ଣ୍ଣ ଚୁରମାର ହୋଇଛି। ସେଥିରେ ଥିବା ୩ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking