34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଦିଲ୍ଲୀରେ ବଢିଲା ବାୟୂ ପ୍ରଦୂଷଣ

ଦିଲ୍ଲୀରେ ବଢିଲା ବାୟୂ ପ୍ରଦୂଷଣ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ଏନସିଆରରେ ବିଷାକ୍ତ ହେଲା ବାୟୁ । ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ସାଙ୍ଘାତିକ ସ୍ଥିତିରେ ରହିଛି ବାୟୁର ମାନ । ଆନନ୍ଦ ବିହାର, ବିମାନ ବନ୍ଦର ଅଞ୍ଚଳରେ ବାୟୁର ମାନ ସାଙ୍ଘାତିକ ହୋଇଛି । କିଛି ଅଞ୍ଚଳରେ ଘନ କୁହୁଡି ଯୋଗୁଁ ନିକଟରୁ ଦୃଶ୍ୟମାନ ହେଉନି । କିଛି ଅଞ୍ଚଳରେ AQI ୫୦୦ ଉପରେ ପହଞ୍ଚିଛି । କିଛି ଲୋକଙ୍କ ଆଖି ପୋଡ଼ିବା ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking