39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆମେରିକା ରାଜ ରାସ୍ତାରେ ଟ୍ରମ୍ପ ସମର୍ଥକଙ୍କ ବିକ୍ଷୋଭ

ଆମେରିକା ରାଜ ରାସ୍ତାରେ ଟ୍ରମ୍ପ ସମର୍ଥକଙ୍କ ବିକ୍ଷୋଭ

ୱାଶିଂଟନ : ଆମେରିକା ରାଜ ରାସ୍ତାରେ ହଜାର ହଜାର ଟ୍ରମ୍ପ ସମର୍ଥକ ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ମନା କରିବା ସହ ପୁନଃ ମତଗଣନା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟ୍ରମ୍ପଙ୍କ ସମର୍ଥକମାନେ ଅଭିଯୋଗ କରି କହିଛନ୍ତି ଯେ ପେନସିଲଭାନିଆ, ନେଭାଡା ଭଳି ସ୍ଥାନରେ ଭୋଟ ଗଣତିରେ ଅନିୟମିତତା ହୋଇଛି। ଶନିବାର ଦିନ ୱାଶିଂଟନରେ ହଜାର ହଜାର ଟ୍ରମ୍ପ ସମର୍ଥକ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ବହୁ ପରିମାଣରେ ଅନିୟମିତତା ହୋଇଛି ଏବଂ ଜନସାଧାରଣଙ୍କ ମତାମତକୁ ହଡପ କରି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking