25.1 C
Bhubaneswar
Thursday, May 9, 2024
Homeଅପରାଧଗୁଳିମାଡ଼ରେ ଜଣେ ଯୁବକ ଗୁରୁତର

ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର

ବରଗଡ: ବିଜେପୁର ଥାନା ଅନ୍ତର୍ଗତ ତାଳପଦର ଗାଁରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛି । ଗୁରୁତର ଯୁବକ ଜଣକ ହେଲେ ଜିତୁ ସାହୁ । ପେଟରେ ଗୁଳି ବାଜିଥିବାରୁ ଆହତ ଜିତୁଙ୍କୁ ପ୍ରଥମେ ବିଜେପୁର ଓ ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଜିତୁ ସାହୁଙ୍କୁ ସେହି ଗାଁର ସୁବ୍ରତ ମିଶ୍ର ଗୁଳି କରିଥିଲା । ଜିତୁ ସାହୁ ଜଣେ କିରଣା ଦୋକାନୀ ବୋଲି ଜଣା ପଡ଼ିଛି ।ଘଟଣାସ୍ଥଳରେ ବିଜେପୁର ପୋଲିସ ପହଁଚି ଆରମ୍ଭ କରିଛି ତଦନ୍ତ । କେଉଁ କାରଣରୁ ଗୁଳିମାଡ଼ ହୋଇଛି ଜଣାପଡି ନାହିଁ ।

ଇମ୍ରାନଙ୍କ ଗିରଫ ପ୍ରତିବାଦରେ ସମର୍ଥକଙ୍କ ଜୋରଦାର ବିକ୍ଷୋଭ, ସାରା ଦେଶରେ ୧୪୪ ଧାରା ଲାଗୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking