ଇମ୍ରାନଙ୍କ ଗିରଫ ପ୍ରତିବାଦରେ ସମର୍ଥକଙ୍କ ଜୋରଦାର ବିକ୍ଷୋଭ, ସାରା ଦେଶରେ ୧୪୪ ଧାରା ଲାଗୁ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଅନେକ ସ୍ଥାନରୁ ହିଂସାର ଚିତ୍ର ସାମ୍ନାକୁ ଆସିଛି । ପିଟିଆର କର୍ମକର୍ତ୍ତା ମାନେ ଦେଶରେ ବିଭିନ୍ନ ସ୍ଥାନରେ ପୋଡାଜଳା କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାରା ଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ପୋଲିସ ବିକ୍ଷୋଭକାରୀଙ୍କୁ ଚେତାବନୀ ଦେଇଛି ଯେ ଯଦି ନିୟମ ଉଲ୍ଲଂଘନ କରାଯାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ … Continue reading ଇମ୍ରାନଙ୍କ ଗିରଫ ପ୍ରତିବାଦରେ ସମର୍ଥକଙ୍କ ଜୋରଦାର ବିକ୍ଷୋଭ, ସାରା ଦେଶରେ ୧୪୪ ଧାରା ଲାଗୁ