31.1 C
Bhubaneswar
Sunday, May 19, 2024
Homeଓଡିଶା୨ ରୁବେଲା ରୋଗୀ ଚିହ୍ନଟ

୨ ରୁବେଲା ରୋଗୀ ଚିହ୍ନଟ

ନବରଙ୍ଗପୁର : ନବରଙ୍ଗପୁରରୁ ୨ ରୁବେଲା ଭାଇରସ୍ ରୋଗୀ ଚହ୍‌ଟ ହୋଇଛନ୍ତି । ୨ ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦେଇଛନ୍ତି ନବରଙ୍ଗପୁରର ସିଡିଏମ୍‌ଓ । ତେବେ ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡାଲଗୁଡା ଗାଁର । ୫ ଟି ସାମ୍ପଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କ ବୟସ ଯଥାକ୍ରମେ ୭ ଓ ୨ ବର୍ଷ ବୋଲି ଜଣାପଡିଛି । ଗାଁରେ ଡବ୍ଲୁଏଚ୍‌ଓ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସେଠାରେ ଉପସ୍ଥିିତ ଅଛନ୍ତି । ତେବେ ସେହି ୨ ଶିଶୁ ଘିମିରି ସଦୃଶ୍ୟ ହୋଇ ଥଣ୍ଡା , କାଶ ଜ୍ୱରରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking