27.1 C
Bhubaneswar
Wednesday, May 8, 2024
Homeଓଡିଶାଘର ଉପରେ ପଡ଼ିଲା ବିଦ୍ୟୁତ ଖୁଣ୍ଟ, ଅଳ୍ପକେ ବର୍ତିଲେ ପରିବାର

ଘର ଉପରେ ପଡ଼ିଲା ବିଦ୍ୟୁତ ଖୁଣ୍ଟ, ଅଳ୍ପକେ ବର୍ତିଲେ ପରିବାର

କଲମପୁର: ଗତକାଲି ବିଳମ୍ବିତ ରାତିରେ ଦେଖା ଦେଇଥିଲା କାଳ ବୈଶାଖିର ପ୍ରଭାବ। ରାତି ତମାମ ବର୍ଷା ଓ ପବନ ତାର ତାଣ୍ଡବ ରଚିଥିଲା। ଏହି କାଳ ବୈଶାଖିର ପ୍ରଭାବରେ ଭାଙ୍ଗି ପଡ଼ିଥିଲା ଅନେକ ଗଛ। ଏହାସହ ବିଦ୍ୟୁତ ଖୁଣ୍ଟ ପଡ଼ି ନଷ୍ଟ ହେଇଛି ଘର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking