ତିନି ତିନି ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏହି ଅଭିନେତା ….

ମୁମ୍ବାଇ : ବଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରିବା ପ୍ରତ୍ୟେକ କଳାକାରଙ୍କ ଲାଗି ଏକ ସ୍ୱପ୍ନ ଅଟେ । ଅନେକ ଅତି ସହଜରେ ଏହି ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥାଆନ୍ତି । କିନ୍ତୁ ଅନେକଙ୍କ ଲାଗି ଏହି ଯାତ୍ରା ଏତେ ସହଜ ହୋଇନଥାଏ । ବହୁ ସଂର୍ଘଷ ପରେ କେତେକ କଳାକାର ଏହି ଇଣ୍ଡଷ୍ଟ୍ରିର ଅଂଶ ହୋଇଥାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଅଭିନୟ ପିଲାଠୁ ବୟସ୍କ ସମସ୍ତଙ୍କୁ ପାଗଳ … Continue reading ତିନି ତିନି ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏହି ଅଭିନେତା ….