33.1 C
Bhubaneswar
Saturday, April 27, 2024
Homeଓଡିଶାବିଜେଡି କାର୍ଯ୍ୟକର୍ତାଙ୍କୁ ନେଇ ଏକ ବୈଠକ

ବିଜେଡି କାର୍ଯ୍ୟକର୍ତାଙ୍କୁ ନେଇ ଏକ ବୈଠକ

ଯାଜପୁର : ଯାଜପୁର ବିରଜା କଲ୍ୟାଣ ମଣ୍ଡପ ପରିସରରେ ଯାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି କାର୍ଯ୍ୟକର୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ ,ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ ,ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇ ଯାଜପୁର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ବିଜେଡି ସଂଗଠନ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ବିଭିନ୍ନ ପଂଚାୟତରୁ ଆସିଥିବା ବିଜେଡି କର୍ମୀ ଓ ନେତା ମାନେ ସଂଗଠନକୁ ଆହୁରି ମଜବୁଦ କରିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଯେପରି ଯାଜପୁର ବିଧାୟକଙ୍କୁ ଗୁରତ୍ୱ ଦେଉଛନ୍ତି ସେହିପରି ସଂଗଠନକୁ ଆହୁରି ମଜବୁଦ କରିବାକୁ ସମସ୍ତେ ଶପଥ ନେଇଥିଲେ ।
https://onakhabar.com/2020/03/07/villegers-strike-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking