34.1 C
Bhubaneswar
Friday, March 29, 2024
Homeଓଡିଶାଭାରତୀୟ ଜୀବନବୀମା ନିଗମର ଏଜେଣ୍ଟ  ଆସୋସିଏସନର ବାର୍ଷିକ ଉତ୍ସବ

ଭାରତୀୟ ଜୀବନବୀମା ନିଗମର ଏଜେଣ୍ଟ  ଆସୋସିଏସନର ବାର୍ଷିକ ଉତ୍ସବ

ଯାଜପୁର : ଯାଜପୁର ସଂସ୍କୃତି ଭବନ ପରିସରରେ ଭାରତୀୟ ଜୀବନବୀମା ନିଗମର ଏଜେଂଟ୍ ଆସୋସିଏସନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ସଂଘର ସଭାପତି ପ୍ରଦୀପ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କଟକ ଡିଭିଜନର ଏସଡିଏମ ଅଶୋକ କୁମାର ରାଉତରାୟ ମୁଖ୍ୟ ଅତିଥି ଏବଂ ଯାଜପୁର ଶାଖା ପରିଚାଳକ ଦିଲ୍ଲୀପ କୁମାର ଦାସ ଯୋଗ ଦେଇ ଏଜେଂଟ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହିତ ଖୁବ ଶିଘ୍ର ଯାଜପୁର ଶାଖାର ନୂତନ ଗୃହ କରାଯିବ ବୋଲି ଘୋଷଣା କରିଥିଲେ । ଆସୋସିଏସନର ସଂପାଦକ ମନୋରଂଜନ ରାୟ ସଂପାଦକିୟ ବିବରଣୀ ପାଠ କରିଥିଲେ ।
https://onakhabar.com/2020/03/07/four-candidates-responded-after-the-rajya-sabha-candidate-was-announced/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking