28.1 C
Bhubaneswar
Saturday, April 27, 2024
Homeଓଡିଶାଅଳ୍ପକେ ବର୍ତ୍ତିଲେ ସ୍କୁଲ ଛାତ୍ରଛାତ୍ରୀ

ଅଳ୍ପକେ ବର୍ତ୍ତିଲେ ସ୍କୁଲ ଛାତ୍ରଛାତ୍ରୀ

କଟକ: ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୩୦ ପିଲା । ସିଡିଏ-୧୦ରେ ଏକ ଘରୋଇ ସ୍ମୁଲ୍ ବସ୍ ଡିଭାଇଡରରେ ପିଟି ହେଲା ଓ ବସଟି ଗଛ ଭିତରକୁ ପଶିଗଲା । ବସିକୁ ବାହାର କରିବା ପାଇଁ  ଅଗ୍ନିଶମ କର୍ମଚାରୀଙ୍କ ଛଦ୍ୟମ ଜାରି । ବସରେ ଯାତ୍ରା କରୁଥିବା ସମସ୍ତ ପିଲା ସୁରକ୍ଷିତ ଥିବା ସୂଚନା । ଆଗରୁ ମଧ୍ୟ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଅଭିଭାବକ ଅସନ୍ତୁଷ୍ଟ ।

ଦେଶରେ ନିୟନ୍ତ୍ରଣରେ ରହିଛି କୋରୋନା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୫,୪୪୩ ସଂକ୍ରମିତ ଚିହ୍ନଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking