31.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗତଦନ୍ତ ପାଇଁ ପହଁଚିଲେ ଶିଶୁ ସୁରକ୍ଷା ଆୟୋଗ ଅଧିକାରୀ

ତଦନ୍ତ ପାଇଁ ପହଁଚିଲେ ଶିଶୁ ସୁରକ୍ଷା ଆୟୋଗ ଅଧିକାରୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦୁରକୋଇଲି ଗ୍ରାମରେ ବଳରାମ ପାତ୍ର ଙ୍କ 7 ବର୍ଷ ର ନାବାଳିକା ଝିଅ ବିଷ୍ନୁପ୍ରିୟା ଓରଫ ନେଓଳି ର ହତ୍ୟା ଘଟଣା ରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ଗତକାଲି କୋର୍ଟ ଫରୱାର୍ଡ ହୋଇଥିବା ବେଳେ ଆଜି ଅଧିକ ତଦନ୍ତ ପାଂଇ ଗ୍ରାମରେ ପହଞ୍ଚିଛନ୍ତି ଓଡିଶା ସରକାର ଙ୍କ ଶିଶୁ ସୁରକ୍ଷା ଆୟୋଗ , ଆୟୋଗ ର ଅଧକ୍ଷା ସନ୍ଧ୍ୟାରାଣୀ ପ୍ରଧାନ , ସଦସ୍ୟା ଦିବ୍ଯା ଶାଶ୍ବତ, ବାଲେଶ୍ବର ଜିଲ୍ଲା ଶିଶୁ ସୁରକ୍ଷା ଅଧୀକାରୀ ଯୁବକ ମାଝି , ବାଲିଆପାଳ ଥାନାଧିକାରୀ ବିମଳ ନାୟକ ନାବାଳିକା ର ମାମୁଂ ଘରେ ପହଞ୍ଚି ପରିବାର ଏବଂ ସାହି ପଡିଶା ଙ୍କୁ ପଚାରାଉଚାରା ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking