Homeବ୍ରେକୀଙ୍ଗଦିଲ୍ଲୀରେ ଭୂକମ୍ପ ଝଟକା ବ୍ରେକୀଙ୍ଗଦେଶ ବିଦେଶ ଦିଲ୍ଲୀରେ ଭୂକମ୍ପ ଝଟକା By Ona Khabara 18/12/2020 0 Share FacebookTwitterPinterestWhatsAppLinkedinReddItTelegram ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗୁରୁବାର ରାତି ପ୍ରାୟ ୧୧ଟା ୪୫ମିନିଟ ସମୟରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। Share FacebookTwitterPinterestWhatsAppLinkedinReddItTelegram Previous articleଛେତ୍ରୀଙ୍କ ରେକର୍ଡ ଗୋଲ୍ : ହାରିଲା ଓଏଫ୍ସିNext articleଘାଟିରେ ଓଲଟିଲା ବସ ; ୨୫ ଯାତ୍ରୀ ଆହତ Ona Khabara LEAVE A REPLY Cancel reply Comment: Please enter your comment! Name:* Please enter your name here Email:* You have entered an incorrect email address! Please enter your email address here Website: Save my name, email, and website in this browser for the next time I comment. 5,005FansLike2,475FollowersFollow12,700SubscribersSubscribe Most Popular ଦିଲ୍ଲୀ କ୍ୟାପିଟାଲ୍ସ ୨୦ ରନ୍ରେ ବିଜୟୀ 08/05/2024 ସମ୍ ଫୁଲନଖରା କ୍ୟାମ୍ପସ୍ରେ ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ 07/05/2024 ସମ୍ ହସ୍ପିଟାଲ୍ ପକ୍ଷରୁ ଆନ୍ତର୍ଜାତିକ ସେବିକା ସପ୍ତାହ ପାଳିତ 07/05/2024 ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ପତ୍ନୀକୁ ହତ୍ୟା କଲା ସ୍ୱାମୀ 07/05/2024 HOT NEWS ଓଡିଶା ବିଦ୍ୟୁତ୍ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ, ମା ଗୁରୁତର ଓଡିଶା ପୁଣି ଏକ ମାଈ ହାତୀ ମୃତ ଦେଶ ବିଦେଶ କମେଡିଆନ ଭାରତୀ ସିଂ ଅସୁସ୍ଥ ଦେଶ ବିଦେଶ ଶରଣାର୍ଥୀଙ୍କୁ ହେପାଜତକୁ ନେବା ପ୍ରକ୍ରିୟା ଆରମ୍ଭ କଲା ବ୍ରିଟେନ