29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଘାଟିରେ ଓଲଟିଲା ବସ ; ୨୫ ଯାତ୍ରୀ ଆହତ

ଘାଟିରେ ଓଲଟିଲା ବସ ; ୨୫ ଯାତ୍ରୀ ଆହତ

କନ୍ଧମାଳ : କନ୍ଧମାଳ ଜିଲା ଅନ୍ତର୍ଗତ ଫୁଲବାଣୀର ଗାଡିଆପଡା ଘାଟିରେ ବସ ଓଲଟି ୨୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଘାଟିର ଶେଷ ମୁଣ୍ଡରେ ଏହି ଘରୋଇ ବସଟି ଓଲଟି ପଡିଥିଲା। ବସଟି ଟିକାବାଲିରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀଙ୍କୁ ଖଜୁରୀପଡା ଓ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking