30.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ

ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।  ବାଚନିକ ଭୋଟରେ ନିର୍ବାଚିତ ହୋଇଛନ୍ତି ହରିବଂଶ ନାରାୟଣ । ହରିଂବଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ମନୋଜ ଝା । ଜେଡିୟୁ ସାଂସଦ ହରିଂବଶ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ଏନଡିଏ ପ୍ରାର୍ଥୀ ହରିବଂଶକୁ ବିଜୁ ଜନତା ଦଳ ସମର୍ଥନ ଜଣାଇଛି । ତେବେ ହରିବଂଶଙ୍କ ବିରୋଧରେ ୟୁପିଏରୁ ପ୍ରାର୍ଥୀ ହୋଇଥିଲେ ମନୋଜ ଝା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking