୭.୫ ଗ୍ରାମର ବ୍ରାଉନ ସୁଗାର ଜବତ

ଯାଜପୁର: ଯାଜପୁର ଜିଲ୍ଲା ରେ ବ୍ରାଉନ ସୁଗାର କାରବାର ଏବେ ସକ୍ରିୟ ହୋଇ ଉଠିଛି ଆଜି ଛତିଆ ଅଞ୍ଚଳ ରୁ ବଇରୀ ଛତିଆ ପୋଲିସ ପୋଷ୍ଟ ମିଳିତ ଚଢ଼ାଉ କରି 7.5ଗ୍ରାମ ର ବ୍ରାଉନ ସୁଗାର ଜବତ କରିଛି । ଓ ଏହି କାରବାର ରେ ସମ୍ପୃତ ଥିବା 4ଜଣ ଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।  ଆସାମୀ ମାନେ ହେଲେ ଛତିଆ ର 3ଜଣ ଓ ଭଦ୍ରକ ଜିଲ୍ଲା ର ଚରମ୍ପା ଅଂଚଳ ର ବୋଲି ଜଣା ପଡିଛି ।  ଏହି ଜିଲ୍ଲା ର ଛତିଆ ଯାଜପୁର ରୋଡ ଓ କଳିଙ୍ଗ ନଗର ପୋଲିସ ପୂର୍ବ ରୁ ବ୍ରାଉନ ସୁଗାର ଜବଦ କରିଥିଲେ ।

LEAVE A REPLY

Please enter your comment!
Please enter your name here