30.1 C
Bhubaneswar
Saturday, May 18, 2024
Homeଓଡିଶାପ୍ରଦୀପ ମାଝୀଙ୍କ ନାଁରେ ଏତଲା କରିବ ବିଜେପି : ଧର୍ମେନ୍ଦ୍ର

ପ୍ରଦୀପ ମାଝୀଙ୍କ ନାଁରେ ଏତଲା କରିବ ବିଜେପି : ଧର୍ମେନ୍ଦ୍ର

ଭୁବନେଶ୍ୱର : ଅମିତ ଶାହଙ୍କ ନାଁରେ ମିଛ ମନ୍ତବ୍ୟ ଦେଇ ଅଡୁଆରେ ପ୍ରଦୀପ ମାଝୀ । ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ନାଁରେ ଏତଲା କରିବ ବିଜେପି । ଏତଲା କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା । ଫେକ୍ ଭିଡିଓକୁ ନେଇ ଶାହଙ୍କ ନାଁରେ ମିଛ ବୟାନ ଦେଇଛନ୍ତି ପ୍ରଦୀପ । ଉକ୍ତ ଭିଡିଓ ସୋୟାର ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ହୋଇଛି । ଏନେଇ ବିଜେପି ଏତଲା କରିବା ସହ ସିଇଓଙ୍କଠାରେ ଫେରାଦ ହେବ । ପ୍ରଦୀପ ମାଝୀଙ୍କ ପ୍ରତି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉ କହିଲେ ଧର୍ମେନ୍ଦ୍ର । ବିଜେଡିର ଏହା ହୀନ ମାନସିକତାର ପରିଚୟ କହିଲେ ବଳଭଦ୍ର ମାଝୀ । ଲୋକଙ୍କୁ ଭୟଭୀତ କରିବାକୁ ବିଜେଡିର ଏହା ପ୍ରୟାସ କହିଲେ ବଳଭଦ୍ର । କାଲି କୋଟପାଡ ସଭାରେ ଗୃହମନ୍ତ୍ରୀଙ୍କ ନାଁରେ କହିଥିଲେ ପ୍ରଦୀପ ମାଝୀ । ଏଥିରେ ସଂରକ୍ଷଣ ଉଠାଯିବ ବୋଲି ଶାହ କହିଥିଲେ ସଭାରେ କହିଥିଲେ ପ୍ରଦୀପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking