29.1 C
Bhubaneswar
Saturday, July 27, 2024
Homeଆଇସିସି ଟି-୨୦ ବିଶ୍ୱକପ୍ -୨୦୨୪ଆଇସିସି ଟି -୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କାର କେଉଁ କେଉଁ ଖେଳାଳି ପାଇଲେ ସ୍ଥାନ ଜାଣାନ୍ତୁ..

ଆଇସିସି ଟି -୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କାର କେଉଁ କେଉଁ ଖେଳାଳି ପାଇଲେ ସ୍ଥାନ ଜାଣାନ୍ତୁ..

ନୂଆଦିଲ୍ଲୀ : ଟି -୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ନିଜ ଖେଳାଳିଙ୍କ ନାଁ ଘୋଷଣା କରି ସାରିଛି। ତେବେ ଏହି ଟୁର୍ନାମେଣ୍ଟରେ ଅଲରାଉଣ୍ଡର ୱାନିନ୍ଦୁ ହାସରଙ୍ଗା ଶ୍ରୀଲଙ୍କାର ନେତୃତ୍ୱ ନେବେ। ଏଥି ସହିତ ଚୈରିଥ ଅସଲଙ୍କା ଉପ-ଅଧିନାୟକ ଭୂମିକାରେ ରହିବେ। ଆଇପିଏଲରେ ନିଜର ପରିଚୟ ସୃଷ୍ଟି କରିଥିବା ମଥିଶା ପାଥିରାନା ଏବଂ ମହିଷ ଥିକ୍ସାନାଙ୍କ ପରି ଯୁବ ଖେଳାଳିଙ୍କ ବ୍ୟତୀତ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସଙ୍କୁ ଦଳର ଏକ ଅଂଶ କରାଯାଇଛି। ଶ୍ରୀଲଙ୍କାର ଟି -୨୦ ବିଶ୍ୱକପ୍‌ ଦଳ: ୱାନିନ୍ଦୁ ହାସରଙ୍ଗା (ଅଧିନାୟକ), ଚୈରିଥ ଅସଲଙ୍କା(ଉପ-ଅଧିନାୟକ), କୁସଲ ମେଣ୍ଡିସ, ପଥୁମ ନିସଙ୍କା, କାମନ୍ଦୁ ମେଣ୍ଡିସ, ସାଦିରା ସମରବିକ୍ରାମା, ଆଞ୍ଜେଲୋ ମାଥ୍ୟୁସ, ଦାସୁନ ଶନାକା, ଧନଞ୍ଜୟ ଦେ ସିଲଭା, ମହିଷ ଥିକ୍ସାନା, ଡୁନିଥ ବେଲଲାଗେ, ଦୁଷ୍ମନ୍ଥା ଚମିରା, ନୁୱାନ ତୁଷାରା ଏବଂ ଦିଲଶାନ ମଦୁଶଙ୍କା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking