27.1 C
Bhubaneswar
Wednesday, May 8, 2024
Homeଓଡିଶାନନ୍ଦନକାନନକୁ ଆସିବ ଧଳା ଗଣ୍ଡା

ନନ୍ଦନକାନନକୁ ଆସିବ ଧଳା ଗଣ୍ଡା

ଭୁବନେଶ୍ୱର : ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଚାଳନା କମିଟି ବୈଠକରେ ସିଙ୍ଗାପୁରରୁ ଧଳା ଗଣ୍ଡାଆସିବା ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଶଶୀ ପଟେଲ୍। ସେ କହିଛନ୍ତି କି, ଖୁବ୍ ଶୀଘ୍ର ନନ୍ଦନକାନନକୁ ନୂଆ ଅତିଥି ଆସିବା ସହ ରୋପ୍ ୱେ ପଏଣ୍ଟକୁ ଯିବା ପାଇଁ ଟଏ ଟ୍ରେନ୍ ରାସ୍ତାରେ ଓଭର ବ୍ରିଜ୍ ନିର୍ମାଣ ହେବ । ସିଙ୍ଗାପୁରରୁ ଧଳା ଗଣ୍ଡା ଅଣାଯିବା ସହ ଶ୍ରୀଲଙ୍କାରୁ ଆଫ୍ରିକୀୟ ସିଂହ ଓ ଅନ୍ୟ ଜନ୍ତୁ ଅଣାଯିବ। ବୈଠକ ଶେଷ ହେବା ପରେ ନିର୍ଦ୍ଦେଶକ ଶଶୀ ପଟେଲ ଆଜି ଏହି ସୂଚନା ଦେଇଛନ୍ତି ।
https://onakhabar.com/2020/01/24/murder-case-45/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking