38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶତୁର୍କୀ-ଇରାନ ସୀମାରେ ଭୂମିକମ୍ପ : ୯ ମୃତ

ତୁର୍କୀ-ଇରାନ ସୀମାରେ ଭୂମିକମ୍ପ : ୯ ମୃତ

ଇସ୍ତାନବୁଲ : ତୁର୍କୀର ସୀମାନ୍ତ ଇରାନର ଉତ୍ତର-ପଶ୍ଚିମାଞ୍ଚଳରେ ରବିବାର ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରହିଥିଲା। ଏହି ଭୂମିକମ୍ପ ପ୍ରଭାବରେ ତୁର୍କୀରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ। ରବିବାର ରାତି ୯ଟା ୩୦ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଇରାନର ହବାସ-ଇ-ଓଲ୍ୟାକୁ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଭାବେ ଚିହ୍ନଟ କରାଯାଇଛି। ଏହା ତୁର୍କୀ ସୀମାଠାରୁ ମାତ୍ର ୧୦କିମି ଦୂର।
https://onakhabar.com/2020/02/22/doctor-undresses-10-trainee-women-for-physical-test/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking