28.1 C
Bhubaneswar
Saturday, April 27, 2024
Homeଓଡିଶା୮ କାଠ ମାଫିଆଙ୍କୁ ଗିରଫ କଲା ବନ ବିଭାଗ ; ଲକ୍ଷାଧିକ ଟଙ୍କାର କାଠ ଜବତ

୮ କାଠ ମାଫିଆଙ୍କୁ ଗିରଫ କଲା ବନ ବିଭାଗ ; ଲକ୍ଷାଧିକ ଟଙ୍କାର କାଠ ଜବତ

ତେଲକୋଇ :  ତେଲକୋଇ ରେଞ୍ଜ ଅଧିନସ୍ଥ କାଳିଆହତା ଫରେଷ୍ଟ ବିଟ ଅଞ୍ଚଳରୁ ବିଳମ୍ବିତ ରାତିରେ ଜଙ୍ଗଲରେ କାଠ କାଟୁଥିବା ବେଳେ ୮ ଜଣଙ୍କୁ ଗିରଫ କରିଛି ତେଲକୋଇ ବନବିଭାଗ ।କଳାପାଟ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ରେକୁଟି ଜଙ୍ଗଲରେ କାଠ କାଟୁ ଥିବା ବେଳେ ବନ ବିଭାଗ ଖବର ପାଇ ଚଢାଉ କରିଥିଲା ଏବଂ ଘଟଣା ସ୍ଥଳରୁ କାଠ ମାଫିଆଙ୍କୁ ଗିରଫ କରିବାସହ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରିଛି ।ସମସ୍ତ ଗିରଫ ବ୍ୟକ୍ତି ହେଲେ ଝାରଖଣ୍ଡ ରାଜ୍ୟର ବୋଲି ତେଲକୋଇ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ର ସାଆନ୍ତରାପୁର ଗାଁ କୁ ଏହି ଚୋରା କାଠ ଚାଲାଣ ପାଇଁ ଯୋଜନା କରୁଥିଲେ କାଠ ମାଫିଆ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking