24.1 C
Bhubaneswar
Thursday, May 9, 2024
Homeଅପରାଧଜୁଆ ଆଡ୍ଡାରେ ଚଢଉ, ୬ ଅଭିଯୁକ୍ତ ଗିରଫ

ଜୁଆ ଆଡ୍ଡାରେ ଚଢଉ, ୬ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡାରେ ପୁଲିସ ଚଢଉ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଲିଙ୍ଗରାଜ ଥାନା ଅଞ୍ଚଳର ରବି ସାହୁ, ନାରାୟଣ ସାହୁ, ନାରାୟଣ ନାୟକ, ଆଲୋକ ପାତ୍ର, ମୁନା ମହାରଣା ଓ ଉଠାଇ ନେବା ସହ କବିରାଜ ସାହୁ । ସୂଚନା ମୁତାବକ ସାନିଟାରିୟମ ଛକ ନିକଟରେ ଏକ ଅନ୍ଧାର ସ୍ଥାନରେ ଜୁଆ ଖେଳ ଚାଲଇଥିବା ନେଇ ପୁଲିସ ଖବର ପାଇ ଚଢାଉ କରିଥିଲା । ପୁଲିସକୁ ଦେଖି ୪ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳ ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିନେଇଥିଲ ।ା ସେମାନଙ୍କ ନିକଟରୁ ୧୧ ହଜାର ଟଙ୍କା, ୫ଟି ମୋବାଇଲ ଓ ସ୍କୁଟି ସମେତ ବାଇକ ଜବତ କରିଥିଲା । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking