28.1 C
Bhubaneswar
Saturday, April 27, 2024
Homeଓଡିଶାଭିଡ ପାଇଁ ଶିଶୁ ପୁତ୍ରର ପ୍ରାଣ ଗଲା

ଭିଡ ପାଇଁ ଶିଶୁ ପୁତ୍ରର ପ୍ରାଣ ଗଲା

ଭୁବନେଶ୍ୱର: ରାସ୍ତା ଜାମ ପାଇଁ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ୫ ବର୍ଷ ବାଳକର ପ୍ରବଳ ବାନ୍ତି ହେବାରୁ କ୍ୟାପିଟାଲ ମେଡିକାଲ ଆସିଥିଲା । କ୍ୟାପିଟାଲ ମେଡିକାଲ ଡାକ୍ତର ଶିଶୁକୁ କଟକ ଏସସିବି ମେଡିକାଲକୁ ରେଫର କରିଥିଲେ । ଶିଶୁଟିର ପରିବାର ଲୋକେ ଏସସିବି ନ ନେଇ କ୍ୟାପିଟାଲ ହସ୍ପିଟଲାର ଏକ ଆମ୍ବୁଲାନ୍ସ ଯୋଗେ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ଆଣୁଥିଲେ । ତେବେ ରାସ୍ତା ଜାମ ଯୋଗୁଁ ସହଜରେ ପହଞ୍ଚିପାରି ନଥିଲା ଆମ୍ବୁଲାନ୍ସ । ରାସ୍ତାର ବିଭିନ୍ନ ଜାଗାରେ ଜାମ ହୋଇଥିବାରୁ ଫସି ଯାଇଥିଲା ଆମ୍ବୁଲାନ୍ସଟି । ପଟିଆ ଘରୋଇ ହସ୍ପିଟାଲରେ ପହଞ୍ଚିବାକୁ ୧ଘଣ୍ଟା ସମୟ ଲାଗିଥିଲା ଆମ୍ବୁଲାନ୍ସଟିକୁ । ପହଞ୍ଚିବା ବିଳମ୍ବ ହେବା ଯୋଗୁଁ ଶିଶୁଟିର ରାସ୍ତାରେ ମୃତ୍ୟୁ ହୋଇଥିବା କହିଲେ ସମ୍ପର୍କୀୟ ।
https://onakhabar.com/2020/02/11/murder-case-52/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking