29.1 C
Bhubaneswar
Saturday, April 27, 2024
Homeଓଡିଶାଦୁଃଖଦ ଖବର : ବାଣ ବିସ୍ପୋରଣରେ ଦୁଇ ଶିଶୁ , ନିଆଁରେ ପୋଡ଼ି ହୋଇ ମା’...

ଦୁଃଖଦ ଖବର : ବାଣ ବିସ୍ପୋରଣରେ ଦୁଇ ଶିଶୁ , ନିଆଁରେ ପୋଡ଼ି ହୋଇ ମା’ ଝିଅଙ୍କ ମୃତ୍ୟୁ

ଭୁବନେଶ୍ୱର : ଦୁଃଖଦ ଖବର ବାଣ ବିସ୍ପୋରଣରେ ଦୁଇ ଶିଶୁ ମୃତ୍ୟୁ ଓ ଜଣେ ଗୁରୁତର । ଘଟଣାଟି ଘଟିଛି ଢ଼େଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁ’ରେ । ସୂଚନା ଅନୁଯାୟୀ, ଘରେ ଗଚ୍ଛିତ ଥିବା ବାଣରେ ନିଆଁ ଲାଗି ଯିବାରୁ ଏହି ବିସ୍ପୋରଣ ଘଟିଛି ବୋଲି ଜଣାପଡ଼ିଛି। ଘରେ ଭିତରେ ଥିବା ଜଣେ ୬ବର୍ଷ ଓ ଜଣେ ୮ବର୍ଷର ଶିଶୁ ମୃତ । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟ ଜାରି କରିଛି । ଗୁରୁତର ହୋଇଥିବା ଶିଶୁକୁ କଟକକୁ ସ୍ଥାନାନ୍ତର କରାଯାଇଛି । ବାଣ ବିସ୍ପୋରଣ କାରଣ ଅସ୍ପଷ୍ଟ, ପୁଲିସର ତନାଘନାର ।
ସେହିପରି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁ’ରେ ନିଆଁରେ ପୋଡ଼ି ହୋଇ ମା’ଓ ୫ବର୍ଷ ଝିଅର ମୃତ୍ୟୁ ହୋଇଥିଲାେବେଳ ୩ବର୍ଷ ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ପୁଅକୁ ପ୍ରଥମେ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ କଟକକୁ ସ୍ଥାନାନ୍ତରା କରାଯାଇଛି ବୋଲି ସୂଚନା ମିଳିଛି । ଏହି ଘଟଣାକୁ ନେଇ ରଣପୁର ଥାନାରେ ଏକ ମାଲା ରୁଜୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking