30.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମୋଦିଙ୍କ କ୍ୟାବିନେଟରେ ୨୮ ରାଷ୍ଟ୍ରମନ୍ତ୍ରୀ

ମୋଦିଙ୍କ କ୍ୟାବିନେଟରେ ୨୮ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।   ରାଷ୍ଟ୍ରମନ୍ତ୍ରୀ ଭାବରେ ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ଏସ.ପି ସିଂ ବଘେଲ, ରାଜୀବ ଚନ୍ଦ୍ରଶେଖର, ସୁଶ୍ରୀ ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂ ବର୍ମା, ଦର୍ଶନୀ ବିକ୍ରମ ଜାର୍ଦୋଶ, ମିନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣ ସ୍ୱାମୀ,କୌଶଲ କିଶୋର, ଅଜୟ ଭଟ୍ଟ, ବି. ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁ ସିଂ, ବିଶେଶ୍ୱର ଟୁଡୁ, ଭଗୱନ୍ତ ଖୁବା, କପିଲ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ସୁଭାଷ ସରକାର, ଭାଗବତ କିଶନରାଓ କରାଦ, ରାଜକୁମାର ରଂଜନ ସିଂହ, ଭାରତୀ ପ୍ରବୀଣ ପାଓାର, ଶାନ୍ତନୁ ଠାକୁର, ମୁଂଜାପାରା ମହେନ୍ଦ୍ରଭାଇ, ଜନ୍ ବାର୍ଲା ଏଲ ମୁର୍ଗୁନ, ନିଶିତ ପରମାଣିକ  ।

ସେହିଭଳି ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ଡକ୍ଟର ବିରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ , ପଶୁପତି ପାରସ, କିରନ ରିଜିଜୁ, ରାଜକୁମାର ସିଂ, ହରଦୀପ ସିଂ ପୁରୀ, ମନସୁଖ ମାଣ୍ଡଭୀୟ, ଭୂପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି. କିଶନ ରେଡ୍ଡୀ, ଅନୁରାଗ ଠାକୁର,  କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking