26.1 C
Bhubaneswar
Tuesday, May 7, 2024
Homeଓଡିଶା୨୮ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

୨୮ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଯାଜପୁର : ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ସହର ସଂଲଗ୍ନ ଆଙ୍କୁଲା ନିକଟରେ ଚଢ଼ାଉ ସମୟରେ ୨୮ ଗ୍ରାମ ବ୍ରାଉନସୁଗାର ଜବଦ ହୋଇଛି। ଜଣେ ଅଭିଯୁକ୍ତ ଗିରଫ ଓ ସ୍କୁଟି ଜବଦ। ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଥାନା ଅନ୍ତର୍ଗତ ଆଙ୍କୁଲା ଗ୍ରାମର ବିଷ୍ଣୁ ଚରଣ ଜେନାଙ୍କ ପୁଅ ଶ୍ରୀତମ କୁମାର ଜେନା। ଜବତ ବ୍ରାଉନ ସୁଗାରର ମୂଲ୍ୟ ୨ଲକ୍ଷ ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅବକାରୀ ଇନସପେକ୍ଟର ସ୍ବପ୍ନାରାଣୀ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢ଼ାଉ ସମୟରେ ଏହି ବ୍ରାଉନସୁଗାର ଜବଦ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking