36.1 C
Bhubaneswar
Thursday, May 2, 2024
Homeଓଡିଶା୨୧ ଓ ୨୨ରେ କାଳବୈଶାଖୀ!

୨୧ ଓ ୨୨ରେ କାଳବୈଶାଖୀ!

ଭୁବନେଶ୍ୱର : ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ଦେବ କାଳବୈଶାଖୀ । ୨୧ ଓ ୨୨ରେ କାଳବୈଶାଖୀ ସମ୍ଭାବନା, ଖସିବ ତାପମାତ୍ରା । ୧୪ ତାରିଖ ମଧ୍ୟମ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ । ଆସନ୍ତା ୨୫ରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ଆକଳନ । ଏପ୍ରିଲ୍ ୨୬ରୁ ମେ ମଧ୍ୟରେ ରାଜ୍ୟରେ ପୁଣି ଉଷ୍ମ-ଆର୍ଦ୍ର ପାଣିପାଗ ।

ପ୍ରବଳ ଖରା ; ଦିନ ସାଢ଼େ ୧୧ ସୁଦ୍ଧା ରାଜଧାନୀରେ ତାପମାତ୍ରା ୪୧ ଡିଗ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking